
ମାର୍ଶାଘାଇ ଥାନାର ଅସହଯୋଗକୁ ନେଇ ଗଣ ଧାରଣା ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡ଼ା, ୧୧ ଅଗଷ୍ଟ(ହି.ସ.) – ମାର୍ଶାଘାଇ ଥାନା ଅଧିନରେ ଏସ୍ସି/ଏସ୍ଟି ନିର୍ଯାତନା ସମ୍ପର୍କିତ ଦୁଇଟି ମାମଲାର ତନ୍ତ ଓ ଚାଜର୍ଶିଟ୍ ପ୍ରକ୍ରିୟାକୁ ନେଇ ଗୁରୁତର ଅଭେିଯାଗ ଉଠିଛି। ଦୀର୍ଘ ସମୟ ଧରି ନ୍ୟାୟ ନମିଳିବା, ଉପଲବ୍ଧ ପ୍ରମାଣ ତଦନ୍ତରେ ସାମିଲ ନକରିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ ନହେବା ଅଭିଯୋଗ କରି ପୀଡ଼ିତ ପକ୍ଷ ଓ ଡଃ ବି.ଆର୍. ଅୋମ୍ବକର ସେବକ ସଂଘ, ଓଡ଼ିଶା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦୁଇ ମାମଲା ହେଉଛି ମାର୍ଶାଘାଇ ଥାନାର କେଶ ନଂ ୩୯୮/୨୦୨୫ ଓ ୪୭୨/୨୦୨୩। ଏହାକୁ ନେଇ ପୀଡ଼ିତ ପକ୍ଷ ଦୀର୍ଘଦିନ ଧରି ପୁଲିସ ଓ ପ୍ରଶାସନର ବିଭିନ୍ନ ସ୍ତରେର ଅଭିେିାଗ କରିଆସୁଥିବା କହିଛନ୍ତି। ଭିଡିଓ ଓ ମେଡିକାଲ୍ ପ୍ରମାଣ ତଦନ୍ତରେ ନିଆଯାଇ ନଥିବା ଅଭିଯୋଗ ପୀଡ଼ିତ ପକ୍ଷର ଅଭିଯୋଗ ଅନୁଯାୟୀ, କେଶ ନଂ ୩୯୮/୨୦୨୫ ରେ ଜାତିଗତ ଅପମାନ, ଆକ୍ରମଣ ଓ ହତ୍ୟାଚେଷ୍ଟା ଭଳି ଗୁରୁତର ଅଭିଯୋଗ ରହିଛି। ଘଟଣା ସମ୍ପର୍କିତ ଭିଡିଓ ରେକର୍ଡ଼ ମେଡିକାଲ୍ ସାର୍ଟିଫେିକଟ୍/ରେିପାର୍ଟ ଓ ସାକ୍ଷୀଙ୍କ ତଥ୍ୟ ଥିବା ସତ୍ୱେ ତଦନ୍ତରେ ସେଗୁଡ଼ିକୁ ଯଥାଯଥ ଭାବେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି। ପୀଡ଼ିତ ପକ୍ଷର ଆହୁରି ଅଭିଯୋଗ ହେଉଛି, ମାମଲାକୁ ଦୁର୍ବଳ କରିବା ଭଳି ଦତନ୍ତ ହୋଇଥିବା ନେଇ ସେମାନଙ୍କର ସନ୍ଦେହ ରହିଛି। ତେଣୁ ତନ୍ତର ସମ୍ପୂର୍ଣ୍ଣ ରେକର୍ଡ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଯାଂଚ କରି ପୁନଃ ତଦନ୍ତ କରାଯିବାକୁ ଦାବି କରାଯାଇଛି। ଚାଜର୍ଶିଟ୍ ଦାଖଲ ପେର ବି ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେଇ ପ୍ରଶ୍ନ କେଶ ନଂ ୪୭୨/୨୦୨୩ ରେ ଜେଣ ଅସହାୟ ବୃଦ୍ଧାଙ୍କୁ ବିଦ୍ୟୁତ୍ ଖୁଂଟର ବାନ୍ଧି ମାଡ଼ ମାରିବା ଭଳି ଗୁରୁତର ଅଭେିଯାଗ ଥିବା ପୀଡ଼ିତ ପକ୍ଷ କହିଛନ୍ତି। ଏହି ମାମଲାରେ ଦୀର୍ଘ ସମୟ ପେର ଚାଜର୍ଶିଟ୍ ଦାଖଲ ହୋଇଥେôଲ ମଧ୍ୟ ଚାଜର୍ଶିଟ୍େର ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେ ନେଇ ପୀଡ଼ିତ ପକ୍ଷ ପ୍ରଶ୍ନ ଉଠାଇଛନ୍ତି। ଜେ.ଇ.ଆ.ର୍ରେ ତହସିଲାରଙ୍କ ଅଂଶଗ୍ରହଣ ।ବି ଏସ୍ସି/ଏସ୍ଟି ନିର୍ଯାତନା ମାମଲାର ଯୁଗ୍ମ ତନ୍ତ ପ୍ରକ୍ରିୟୋର ସମ୍ପୃକ୍ତ ତହସିଲାର କିମ୍ବା ରାଜସ୍ୱ ଅଧିକାରୀଙ୍କ ଭୂମିକା ନେଇ ମଧ୍ୟ ଅୋନ୍ଦାଳନକାରୀମୋନ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ।ବି ଅନୁଯାୟୀ, ଯୁଗ୍ମ ତନ୍ତ ସମୟେର ସମ୍ପୃକ୍ତ ରାଜସ୍ୱ ଅଧିକାରୀଙ୍କ ଆବଶ୍ୟକ ଅଂଶଗ୍ରହଣ ନିଶ୍ଚିତ କରାଯିବା ସହ ସମଗ୍ର ପ୍ରକ୍ରିୟାକୁ ସ୍ୱଚ୍ଛ ଓ ରେକଡର୍ଭିିକ କରାଯିବା ଆବଶ୍ୟକ। ଅନିର୍ଦ୍ଧିଷ୍ଟକାଳୀନ ଗଣଧାରଣା ଏହି ସମସ୍ତ ।ବି ନେଇ ଡଃ ବି.ଆ.ର୍ ଅୋମ୍ବକର ସେବକ ସଂଘ, ଓଡ଼ିଶାର ସହେଯାଗେର ପୀଡ଼ିତ ପରିବାର ଓ ନ୍ୟାୟପ୍ରାର୍ଥୀମୋନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖେର ଅନିର୍ଦ୍ଧିଷ୍ଟକାଳୀନ ଶାନ୍ତିପୂର୍ଣ୍ଣ ଗଣଧାରଣୋର ବସିଛନ୍ତି। ରାଜ୍ୟ ଅଧ୍ୟକ୍ଷ ମେନାରଞ୍ଜନ ଜେନାଙ୍କ ନେତୃତ୍ୱେର ରାଜ୍ୟ ମହିଳା ସଭା ନେତ୍ରୀ ସୁପ୍ରଭା ମଲ୍ଲିକ, ସଂଖ୍ୟାଲଘୁ ରାଜ୍ୟ ସମ୍ପାିକା ସୁହାନା ବେଗମ, ଳିତ ନେତା ରୋହିତ ମଲ୍ଲିକ, ଙ୍କ ସେମତ ବହୁ ନେତାେ-ନତ୍ରୀ ଓ କର୍ମୀ ଗଣଧାରଣୋର ଯୋଗ େଇଛନ୍ତି। ପୀଡ଼ିତ ତନୁଜ କୁମାର ଜେନା ଓ ପ୍ରତିମା ସାମଲ ମଧ୍ୟ ଏଥେôର ସାମିଲ ହୋଇଛନ୍ତି। ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଅଭେିଯାଗକାରୀଙ୍କଠାରୁ ।ବିପତ୍ର ଗ୍ରହଣ କରିଥିବା ଜଣାଯାଇଛି। ପୀଡ଼ିତ ପକ୍ଷର ।ବି ହେଉଛି ଉପଲବ୍ଧ ସମସ୍ତ ପ୍ରମାଣର ନିରେପକ୍ଷ ଯା, ଜେ.ଇ.ଆ.ର୍ ପ୍ରକ୍ରିୟାର ଶୀଘ୍ର ସମାପ୍ତି, ଆଇନ ଅନୁଯାୟୀ ଚାଜର୍ଶିଟ୍ ଓ ଆବଶ୍ୟକ ଆଇନଗତ ପେକ୍ଷପ ସହ ତନ୍ତେର ଅବେହଳା ହୋଇଥେôଲ ।ୟୀ ଅଧିକାରୀଙ୍କ ବେିରାଧେର କାର୍ଯ୍ୟାନୁଷ୍ଠାନ। ଅୋନ୍ଦାଳନକାରୀମୋନ ସ୍ପଷ୍ଟ କରିଛନ୍ତି ଯେଦ ।ବିଗୁଡ଼ିକ ଉପେର ଲିଖିତ ଓ ୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ। “ନ୍ୟାୟେର ବିଳମ୍ବ ନେୁହଁ, ତୁରନ୍ତ ନ୍ୟାୟ ିଅ”ଏହି ସ୍ଲୋଗାନ୍ ସହ ପୀଡ଼ିତ ପରିବାରଙ୍କୁ ଶୀଘ୍ର ନ୍ୟାୟ ବୋକୁ ଅୋନ୍ଦାଳନକାରୀମୋନ ।ବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି