ଦୀର୍ଘ ୨୦୦ କିମି ରାସ୍ତା ଅତିକ୍ରମ କରି ବାବା ଲୋକନାଥଙ୍କ ପାଖରେ
କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – ଭକ୍ତି ଓ ଆସ୍ଥା ଆଗରେ ହାର ମାନୁଛି ଦୂରତା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରି ବାବା ଲୋକନାଥଙ୍କ ନିକଟରେ ଜଳଲାଗି କରିବା ପାଇଁ ବାହାରିଛନ୍ତି କାଉଡ଼ିଆ ଭାଇମାନେ ପ୍ରବଳ ଉତ୍ସାହ
ଦୀର୍ଘ ୨୦୦ କିମି ରାସ୍ତା ଅତିକ୍ରମ କରି ବାବା ଲୋକନାଥଙ୍କ ପାଖରେ


କେନ୍ଦ୍ରାପଡ଼ା, ୧୨ ଅଗଷ୍ଟ(ହି.ସ.) – ଭକ୍ତି ଓ ଆସ୍ଥା ଆଗରେ ହାର ମାନୁଛି ଦୂରତା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ୨୦୦ କିଲୋମିଟର ରାସ୍ତା ଅତିକ୍ରମ କରି ବାବା ଲୋକନାଥଙ୍କ ନିକଟରେ ଜଳଲାଗି କରିବା ପାଇଁ ବାହାରିଛନ୍ତି କାଉଡ଼ିଆ ଭାଇମାନେ ପ୍ରବଳ ଉତ୍ସାହ ଓ ଭକ୍ତିଭାବର ସହ ଦୀର୍ଘ ରାସ୍ତା ଅତିକ୍ରମ କରୁଛନ୍ତି ଶ୍ରଦ୍ଧାଳୁମାନେ। ରାସ୍ତାରେ ବିଭିନ୍ନ ବାଧାବିଘ୍ନ ଆସିଥିଲେ ମଧ୍ୟ ତାହା କାଉଡ଼ିଆ ଭାଇମାନଙ୍କ ଭକ୍ତି ଓ ସଙ୍କଳ୍ପକୁ ଅଟକାଇ ପାରିନାହିଁ। ବାବା ଲୋକନାଥଙ୍କ ଦର୍ଶନ ଓ ଜଳଲାଗି ପାଇଁ ସେମାନେ ନିଜ ଯାତ୍ରା ଜାରି ରଖିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande