
କେନ୍ଦ୍ରାପଡ଼ା 12 ଅଗଷ୍ଟ (ହି.ସ.): ଶ୍ରୀ ଜୀଉ ଙ୍କ ମସ୍ତକ ରେ ଲାଗି ହେଲା ସୁବର୍ଣ୍ଣ ଚିତା ତୁଳସୀ କ୍ଷେତ୍ର ରେ ପବିତ୍ର ଚିତା ଲାଗି ଅମାବାସ୍ୟା ପାଳନ ଚିତଉ ପିଠା ଭୋଗ ଲାଗି ହେଲା ଆଜି ତୁଳସୀ କ୍ଷେତ୍ର ର ଖେତ୍ରା ଧି ପତି ପ୍ରଭୁ ବଳଦେଜୀଉଙ୍କ ର ପବିତ୍ର ଚିତା ଲାଗି ଅମାବାସ୍ୟା ରେ ସୁବର୍ଣ୍ଣ ଚିତା ମସ୍ତକ ରେ ଲଗିହେଲା ସ୍ଵର୍ଣ୍ଣ କାର ସେବକ ଙ୍କ ଦ୍ଵାରା ଭଣ୍ଡାର ଗୃହ ରୁ ସୁପର ଭାଇ ଜର ଭଣ୍ଡାର ମୋହର ଙ୍କ ଉପସ୍ଥିତ ରେ ସୁବର୍ଣ୍ଣ ଚିତା ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ଵର୍ଣ୍ଣ କାର। ସେବକ ଙ୍କ ଙ୍କୁ ହସ୍ତାନ୍ତର କରାଯାଇଥିଲା ପୋଲିସ ସୁରକ୍ଷା ବଳୟରେ ସ୍ଵର୍ଣ୍ଣ କାର ସେବକ ମନ୍ଦିର ଅଫିସ୍ କାର୍ୟ୍ୟାଳୟକୁ ନେଇଥିଲେ ଅଫିସ୍ କାର୍ୟ୍ୟାଳୟ ରେ ସଫେଇ କାର୍ୟ୍ୟ ସମ୍ପନ୍ନ ସାରି ମନ୍ଦିର ଭଣ୍ଡାର ମୋହର କୁ ହସ୍ତାନ୍ତର କରିଥିଲେ ସକାଳ ଧୂପ ସମ୍ପନ୍ନ ପରେ ରାଜ ପୁରୋହିତ ଙ୍କ ଦ୍ଵାରା ଶୁକ୍ଲ ଲୁଗା ଅଭି ମନ୍ତ୍ରିତ କରାଯାଇ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ଶ୍ରୀ ଜୀଉଙ୍କୁ ସୁବର୍ଣ୍ଣ ଚିତା ମସ୍ତକ ରେ ଲଗାଯାଇ ରାଜା ଧୀ ରାଜ ବେଶ ଅନୁଷ୍ଠିତ କରାଯାଇ ଥିଲା ବେଶ ସମ୍ପନ୍ନ ପରେ ମଙ୍ଗଳାର୍ପଣ କରାଯାଇ ଆଳତି କରାଯାଇ ଥିଲା ପରେ ସୁଆର ସେବାୟତ ଙ୍କ ଦ୍ଵାରା ରୋଷ ଘରେ ପ୍ରସ୍ତୁତ ଅମଣି ଆ ଚିତଉ ପିଠା ଖିରି କୁ ରୌପ୍ୟ ପାତ୍ର ରେ ବ ଢା ଯାଇ ଶ୍ରୀ ଜୀଉଙ୍କ ଙ୍କ ଛାମୁ ରେ ରଖା ଯାଇ ପୂଜା ପଣ୍ଡା ଙ୍କ ଦ୍ଵାରା ଭୋଗ ଲାଗି ହୋଇ ଥିଲା ପରେ ପାର୍ଶ୍ଵ ଦେବତା ଙ୍କୁ ଅର୍ପଣ କରା ଯାଇଥିଲା ଏହି ଚିତା ଲାଗି ପର୍ବ କେବଳ ମନ୍ଦିର ନୁହେଁ ମଠ ଏବଂ ଗୃହ ରେ ମଧ୍ୟ ଏହି ପର୍ବ ପାଳନ କରାଯାଏ ଓଡ଼ିଆ ସଂସ୍କୃତି କୁହେ ଚିତା ଲାଗି ପର୍ବ ଏକ କୃଷି ଭିତ୍ତିକ ପର୍ବ କୃଷି କୃଷକ ର ଦେବା ତା ପ୍ରଭୁ ବଳଦେବ ଜୀଉ ଶ୍ରାବଣ ମାସ ହେଉଛି ବର୍ଷା ର ମାସ ନଦୀ ପୋ ଖ ରୀ ନାଳ ଏବଂ ବିଲରେ ପାଣି ଭର୍ତ୍ତି ହୋଇ ରହିଥାଏ ସେହି ସମୟରେ ଜଳଚର ପ୍ରାଣୀ ସରି ସୃପଙ୍କ ସଂଖ୍ୟା ବଢ଼ି ଥାଏ ଏମାନଙ୍କୁ ସନ୍ତୁଷ୍ଟ ପାଇଁ ଗୃହ ରେ ମହିଳା ମାନେ ଚିତଉ ପିଠା ପ୍ରସ୍ତୁତ କରି ଗୃହ ଦେବତା ଙ୍କୁ ଭୋଗ ଲଗାଇ କିଛି ପିଠା କୁ ଚାଷୀ ଙ୍କର କ୍ଷତି ନକରିବା ଉଦ୍ଦେଶ୍ୟ ରେ ନଦୀ ନାଳ ପୋ ଖରୀ ବିଲ ରେ ପକାଇ ଥାଆନ୍ତି ବୋଲି ବିଶ୍ୱାସ ରହିଛି
---------------
ହିନ୍ଦୁସ୍ଥାନ ସମାଚାର / ରବି