ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସଶକ୍ତ ଯୁବଶକ୍ତି, ସମୃଦ୍ଧ ଭାରତ। ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯ
ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ     ଶୁଭେଚ୍ଛା


ଭୁବନେଶ୍ୱର, 12 ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ଯୁବ ଦିବସରେ ଯୁବବର୍ଗଙ୍କୁ

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ସଶକ୍ତ ଯୁବଶକ୍ତି, ସମୃଦ୍ଧ ଭାରତ।

ମନ୍ତ୍ରୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ସମସ୍ତ

ଯୁବବର୍ଗଙ୍କୁ ମୋର ଶୁଭକାମନା ଜଣାଉଛି। ଦେଶ ତଥା ସମଗ୍ର ବିଶ୍ୱର ଭବିଷ୍ୟତ ହେଲେ ଯୁବଶକ୍ତି।

ସେମାନଙ୍କ ଆଶା, ଆକାଂକ୍ଷା ପୁରଣ

କରିବା ଆମର ଦାୟିତ୍ୱ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande