ଜାତୀୟ ଶିକ୍ଷକ ସମ୍ମାନ ପାଇବେ ଜଗତସିଂହପୁରର ଶିକ୍ଷକ
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଜଗତସିଂହପୁରର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଜାତୀୟ ଶିକ୍ଷକ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୁରୁ ଦିବସ ପାଇଁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୬ ତାଲିକା ଜାରି କରାଯାଇଛି। ଏହି ୪୮ ଜଣିଆ ତାଲିକାରେ ପଦରାଜ ଉମାକାନ୍ତ ନାୟକ ସ୍ଥାନ ପାଇଛନ୍ତି। ପଦରାଜ
ukik


ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଜଗତସିଂହପୁରର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଜାତୀୟ ଶିକ୍ଷକ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗୁରୁ ଦିବସ ପାଇଁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୬ ତାଲିକା ଜାରି କରାଯାଇଛି। ଏହି ୪୮ ଜଣିଆ ତାଲିକାରେ ପଦରାଜ ଉମାକାନ୍ତ ନାୟକ ସ୍ଥାନ ପାଇଛନ୍ତି। ପଦରାଜ ବର୍ତମାନ ଆଳିପିଙ୍ଗଳସ୍ଥିତ ସରକାରୀ ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande