
ଭୁବନେଶ୍ୱର, ୨୨ ଅଗଷ୍ଟ (ହି.ସ)- ଢେଙ୍କାନାଳ ଓ କେନ୍ଦୁଝରରେ ଖୋଲିବ ଚାଉଳ ଏଟିଏମ୍। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୩୧ ତାରିଖରେ ଢେଙ୍କାନାଳ ଓ କେନ୍ଦୁଝରରେ ଚାଉଳ ଏଟିଏମ୍ ରେ ଶୁଭାରମ୍ଭ ହେବ। ଖୁବ୍ ଶୀଘ୍ର ସମସ୍ତ ଜିଲ୍ଲାରେ ଚାଉଳ ଏଟିଏମ୍ ଖୋଲାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା