ଜାତୀୟ ମହାକାଶ ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସ ଅବସରରେ, ଆସନ୍ତୁ ଆକାଶକୁ ଛୁଇଁବାରୁ ଆରମ୍ଭ
ଜାତୀୟ ମହାକାଶ ଦିବସରେ     ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ

ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସ ଅବସରରେ, ଆସନ୍ତୁ ଆକାଶକୁ ଛୁଇଁବାରୁ ଆରମ୍ଭ କରି ମହାକାଶ ଅନୁସନ୍ଧାନରେ ନୂଆ

ଦିଗନ୍ତ ସୃଷ୍ଟି କରିବା ପର୍ଯ୍ୟନ୍ତ ଭାରତର ଅଦ୍ଭୁତ ଯାତ୍ରାକୁ ପାଳନ କରିବା। ବିଜ୍ଞାନ, ନବସୃଜନ ଏବଂ ସ୍ୱଦେଶୀ କ୍ଷମତା ମାଧ୍ୟମରେ ଆମର ସଫଳତା ବିଶ୍ୱ ମହାକାଶ

କ୍ଷେତ୍ରରେ ଭାରତର ବଢ଼ୁଥିବା ଶକ୍ତି ଓ ସାମର୍ଥ୍ୟର ପ୍ରତିଫଳନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande