ଭଦ୍ରକ ଜିଲ୍ଲାର ୩ଟି ବ୍ଲକର ୮୯ଟି ସ୍କୁଲ ବନ୍ଦ
ଭଦ୍ରକ, ୨୩ ଅଗଷ୍ଟ (ହି.ସ.) - ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୩ଟି ବ୍ଲକର (ଭଦ୍ରକ,ତିହିଡି, ଓ ଚାନ୍ଦବାଲି ) ୮୯ଟି ସ୍କୁଲ ଆସନ୍ତାକାଲି ୨୪ ଅଗଷ୍ଟ ୨୦୨୬(ସୋମବାର ) ରେ ବ
ଭଦ୍ରକ ଜିଲ୍ଲାର ୩ଟି ବ୍ଲକର ୮୯ଟି ସ୍କୁଲ ବନ୍ଦ


ଭଦ୍ରକ, ୨୩ ଅଗଷ୍ଟ (ହି.ସ.) - ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୩ଟି ବ୍ଲକର (ଭଦ୍ରକ,ତିହିଡି, ଓ ଚାନ୍ଦବାଲି ) ୮୯ଟି ସ୍କୁଲ ଆସନ୍ତାକାଲି ୨୪ ଅଗଷ୍ଟ ୨୦୨୬(ସୋମବାର ) ରେ ବନ୍ଦ ରହିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande