ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତୋର ଭଦ୍ରକ ଜିଲ୍ଲାର ବନ୍ୟା ସମୀକ୍ଷା ବୈଠକ
ଭଦ୍ରକ, ୨୩ ଅଗଷ୍ଟ (ହି.ସ.) - ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷେର ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତୋର ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟବର ମନ୍ତ୍ରୀ ସେମତ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ
MANTRI RABI NAYAK BHADRAK BANYA SAMIKHYA


ଭଦ୍ରକ, ୨୩ ଅଗଷ୍ଟ (ହି.ସ.) - ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷେର ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତୋର ବନ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟବର ମନ୍ତ୍ରୀ ସେମତ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ବୈଠକେର ଉପସ୍ଥିତ ଥେôଲ। ଉକ୍ତ ବୈଠକେର ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସେୋମଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସିଡିଓ ତଥା ଇଓ ଜିଲ୍ଲା ପରିଷଦ ଶେୁଭନ୍ଦୁ କୁମାର ସାମଲ ,ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥେôଲ । ବୈଠକେର ବୈତରଣୀ, ସାଳନ୍ଦୀ, ଆଖୁଆପଦା ନଦୀର ଜଳସ୍ତର, ପ୍ରଭାବିତ ଗ୍ରାମ, ବନ୍ଧ, ବ୍ରିଜ୍, କଲଭଟ,ର୍ ଆଶ୍ରୟ ସ୍ଥଳୀ, ପାନୀୟ ଜଳ, ସ୍ୱାସ୍ଥ୍ୟ, ପଶୁ ଚିକିତ୍ସା, ଚାଷ କ୍ଷୟକ୍ଷତି, ରାସ୍ତା ଓ ବିଦ୍ୟୁତ୍ ପୁନଃସ୍ଥାପନ ଉପେର ଅୋଲାଚନା ହୋଇଛି। ଭବିଷ୍ୟତେର ବନ୍ୟା ରୋକିବା ପାଇଁ ନଦୀ, ଡ୍ରେନର ସୁବ୍ୟବସ୍ଥା ଓ ଡିପିଆର ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କୁ ନେିଦ୍ଦର୍ଶ ଦେଇଛନ୍ତି। ବୈଠକ ପୂବର୍ରୁ ମନ୍ତ୍ରୀ ବନ୍ୟା ପ୍ରଭାବିତ ଅଂଚଳ ପରିଦଶର୍ନ କରି ଲୋକଙ୍କ ସମସ୍ୟା ଶୁଣି ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହେଯାଗ ଆଶ୍ୱାସନା ଦେଇଛନ୍ତି। ଏହି ବୈଠକେର ସମସ୍ତ ବିଭାଗୀୟ ଅଧିକାରୀ,ସମସ୍ତ ବିଡ଼ିଓ ଏବଂ ତହସିଲଦାର ଉପସ୍ଥିତ ରହିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande