
ଭୁବନେଶ୍ବର, 23 ଅଗଷ୍ଟ (ହି.ସ.): ଶ୍ରମିକ
ମୃତ୍ୟକୁ ନେଇ ଲିଙ୍ଗିପୁର ଛକରେ ଉତ୍ତେଜନା ଦେଖାଦେଇଛି । ଲିଙ୍ଗିପୁର ଛକରେ ମୃତଦେହ ରଖି
ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି ।
ଗତକାଲି ଲିଙ୍ଗିପୁରରେ କରେଣ୍ଟ
ଲାଗି ଶ୍ରମିକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ମାଲିକଙ୍କ ଅବହେଳା
ଯୋଗୁଁ ଅଘଟଣ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତଦେହ ରଖି ପରିବାର ଲୋକ ଓ ଶ୍ରମିକ
ସଂଗଠନ ଧାରଣା ଦେଇଛି । କ୍ଷତିପୂରଣ ସହ ଘର ମାଲିକଙ୍କ ଗିରଫ ଦାବି କରିଛି ଶ୍ରମିକ ସଂଗଠନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା