ଅଧିବେଶନ ନେଇ ନୋଟିଫିକେସନ୍ ଆସିଲେ ଆଲୋଚନା ହେବ- ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଏମଏମଡିଆରନେଇ ସ୍ବତନ୍ତ୍ର ଅଧିବେଶନ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ଯାହା ଆଲୋଚନା କରାଯିବ । ଅଧିବେଶନ ନେଇ ନୋଟିଫିକେସନ୍ ଆସିଲେ ଆଲୋଚନା ହେବ
ଅଧିବେଶନ ନେଇ ନୋଟିଫିକେସନ୍     ଆସିଲେ ଆଲୋଚନା ହେବ- ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଏମଏମଡିଆରନେଇ ସ୍ବତନ୍ତ୍ର ଅଧିବେଶନ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର

ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ

ଯାହା ଆଲୋଚନା କରାଯିବ । ଅଧିବେଶନ ନେଇ ନୋଟିଫିକେସନ୍ ଆସିଲେ ଆଲୋଚନା ହେବ । ସରକାର୍ ସମସ୍ତ

ପ୍ରସଙ୍ଗ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande