ଜାତୀୟ ମହାକାଶ ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସ ଅବସରରେ ସମସ୍ତ ବିଜ୍ଞାନପ୍ରେମୀ,
ଜାତୀୟ ମହାକାଶ ଦିବସରେ     ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ

ଦିବସରେ ସମସ୍ତ ବିଜ୍ଞାନପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସ ଅବସରରେ ସମସ୍ତ ବିଜ୍ଞାନପ୍ରେମୀ, ଗବେଷକ ଓ ନାଗରିକଙ୍କୁ ଅଭିନନ୍ଦନ। ୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ

ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ସଫଳତାର ସହ ପଦାର୍ପଣ କରି ଇତିହାସ ରଚିଥିଲା।

ଏହି ଐତିହାସିକ ସଫଳତାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ କୁ ଜାତୀୟ

ମହାକାଶ ଦିବସ ଭାବେ ପାଳନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande