ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବଢୁଥିବା ସାମର୍ଥ୍ୟ ଆଜି ବିଶ୍ୱ ପାଇଁ ଉଦାହରଣ- ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ କହିଛନ୍ତି ଯେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବଢୁଥିବା ସାମର୍ଥ୍ୟ ଆଜି ବିଶ୍ୱ ପାଇଁ ଉଦାହରଣ। ସୋସିଆଲ ମିଡିଆ ଏକ୍ସରେ ଏକ ବାର୍
ମହାକାଶ ବିଜ୍ଞାନ କ୍ଷେତ୍ରରେ     ଭାରତର ବଢୁଥିବା ସାମର୍ଥ୍ୟ ଆଜି ବିଶ୍ୱ ପାଇଁ ଉଦାହରଣ- ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ୱର, 23 ଅଗଷ୍ଟ (ହି.ସ.)- ଜାତୀୟ ମହାକାଶ

ଦିବସର ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ କହିଛନ୍ତି ଯେ, ମହାକାଶ

ବିଜ୍ଞାନ କ୍ଷେତ୍ରରେ ଭାରତର ବଢୁଥିବା ସାମର୍ଥ୍ୟ ଆଜି ବିଶ୍ୱ ପାଇଁ ଉଦାହରଣ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ମହାକାଶ ଦିବସର ଏହି ବିଶେଷ ଅବସରରେ ମୁଁ

ଭାରତୀୟ ବୈଜ୍ଞାନିକମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସମର୍ପଣକୁ ନମନ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande