ବେଆଇନ ମଦ ଜବତ, ଜଣେ ଗିରଫ
ଗଞ୍ଜାମ ୨୪ଅଗଷ୍ଟ(ହିସ) - ବେଆଇନ ମଦ କାରବାରରେ ଗୋଳନ୍ଥରା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବିକ୍ରମ ନାୟକ, ବୟସ ସତାଇଶ, ପିତା କୃଷ୍ଣଚନ୍ଦ୍ର ନାୟକ । ତା ପାଖରୁ ସତେଇଶ ଲିଟର ବିଦେଶୀ ମଦ ଜବତ ହୋଇଛି। ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

 rajesh pande