ହିନ୍ଦୁ ଦେବୋତର ଆଇନରେ ହେବ ସଂଶୋଧନ
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଓଡିଶା ହିନ୍ଦୁ ଦେବୋତର ଆଇନରେ ହେବ ସଂଶୋଧନ। ଏନେଇ ଅନୁଷ୍ଠିତ ବୈଠକରେ ସଂଶୋଧିତ ଆଇନ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ମଠ ମନ୍ଦିରର ସୁପରିଚାଳନା ପାଇଁ ଆଇନ ସଂଶୋଧନର ଆବଶ୍ୟକତା ଥିଲା।
prithiviraj harichandan


ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଓଡିଶା ହିନ୍ଦୁ ଦେବୋତର ଆଇନରେ ହେବ ସଂଶୋଧନ। ଏନେଇ ଅନୁଷ୍ଠିତ ବୈଠକରେ ସଂଶୋଧିତ ଆଇନ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ମଠ ମନ୍ଦିରର ସୁପରିଚାଳନା ପାଇଁ ଆଇନ ସଂଶୋଧନର ଆବଶ୍ୟକତା ଥିଲା। ଆସନ୍ତା ବିଧାନସଭା ଅଧିବେଶନରେ ଏସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବ ଆସିବ। ଆଇନ କମିଶନଙ୍କ ନେତୃତ୍ୱରେ ଏହାର ଚିଠା ରୂପରେଖ ପ୍ରସ୍ତୁତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande