ପୁର୍ନବାସ ନୀତି ୨୦୨୬ କୁ ମୋହର ମାରିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମିଳିତ କର୍ମଚାରୀ ସଂଘ
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୬ କୁ ମୋହର ମାରିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମିଳିତ କର୍ମଚାରୀ ସଂଘ । ନିକଟରେ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୦ କୁ ସଂଶୋଧନ କରି ନୂଆ ନୀତି ୨୦୨୬ କୁ ଅନୁମୋଦନ ଦେ
ପୁର୍ନବାସ ନୀତି ୨୦୨୬ କୁ     ମୋହର ମାରିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମିଳିତ କର୍ମଚାରୀ ସଂଘ


ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୬ କୁ ମୋହର

ମାରିବା ପରେ ଆଇନ ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ମିଳିତ କର୍ମଚାରୀ ସଂଘ । ନିକଟରେ

ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ପୁର୍ନବାସ ନୀତି ୨୦୨୦ କୁ ସଂଶୋଧନ କରି ନୂଆ ନୀତି ୨୦୨୬ କୁ

ଅନୁମୋଦନ ଦେଇଛନ୍ତି । ଯାହା ଦ୍ୱାରା ସରକାରୀ ଚାକିରି କରିଥିବା ପରିବାରର ଏକ ମାତ୍ର ରୋଜଗାର

କ୍ଷମ ବ୍ୟକ୍ତି ଚାଲିଗଲେ ଆଉ ପରିବାର ହଇରାଣ ହେବେ ନାହିଁ । ଯେଉଁ ସବୁ ସ୍ଥାନରେ ପଦବୀ ଖାଲି

ଅଛି ସେହି ସବୁ ସ୍ଥାନରେ ସେମାନଙ୍କୁ ନିୟୋଜିତ କରାଯିବ । ଯେଉଁମାନେ ପୁର୍ନବାସ ପାଇବା ପାଇଁ

ଯୋଗ୍ୟ ଥିବେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande