ଶ୍ରାବଣ ମାସର ଶେଷ ସୋମବାରର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.) - ଶ୍ରାବଣ ମାସର ଶେଷ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା
ଶ୍ରାବଣ ମାସର ଶେଷ ସୋମବାରର     ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.) - ଶ୍ରାବଣ ମାସର

ଶେଷ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ

ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। କରୁଣାମୟ ପ୍ରଭୁ ଶ୍ରୀ ଭୋଳାନାଥଙ୍କ

କୃପାରୁ ଆପଣଙ୍କ ଜୀବନ ଆନନ୍ଦ, ସୁସ୍ଥତା

ଓ ଶାନ୍ତିରେ ଭରିଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande