
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.) - ପଦ୍ମଶ୍ରୀ
ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ
ଡ.ହରିବାବୁ କମ୍ଭମପତି ।
ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ବିନମ୍ର
ଶ୍ରଦ୍ଧାଞ୍ଜଳି। ତାଙ୍କର ସୃଜନଶୀଳତା ଓ ସାରସ୍ୱତ ପ୍ରତିଭା ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା