
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପ୍ରତିରକ୍ଷା
ରାଜ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା
ରାଜ୍ୟମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଆପଣଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ,
ସୁଖ ଓ ଦେଶ ସେବାରେ ନିଷ୍ଠା ଏବଂ ଉତ୍କର୍ଷତାର ସହ ନିରନ୍ତର କାର୍ଯ୍ୟ
କରିବା ପାଇଁ ଅସୀମ ଶକ୍ତି ପ୍ରାପ୍ତ ହେଉ। ଆପଣଙ୍କ ଆଗାମୀ ଜୀବନ ଦୀର୍ଘ, ସଫଳ ଓ
ସାର୍ଥକ ହେଉ—ଏହା ହିଁ ମୋର ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା