ଐତିହାସିକ ଗବେଷକ ଗିରି ଦଣ୍ଡସେନାଙ୍କ ଦେହାନ୍ତରେ ବିରୋଧୀ ଦଳ ନେତାଙ୍କ ଶୋକପ୍ରକାଶ
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ଐତିହାସିକ ଗବେଷକ ଗିରି ଦଣ୍ଡସେନାଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ସାହିତ୍ୟ ଏବଂ ଇତିହାସ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ନବୀନ କହିଛନ୍ତି ।
ଐତିହାସିକ ଗବେଷକ ଗିରି     ଦଣ୍ଡସେନାଙ୍କ ଦେହାନ୍ତରେ ବିରୋଧୀ ଦଳ ନେତାଙ୍କ ଶୋକପ୍ରକାଶ


ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ଐତିହାସିକ

ଗବେଷକ ଗିରି ଦଣ୍ଡସେନାଙ୍କ ଦେହାନ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ

କରିଛନ୍ତି । ଓଡ଼ିଆ ସାହିତ୍ୟ ଏବଂ ଇତିହାସ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା

ସ୍ମରଣୀୟ ରହିବ ବୋଲି ନବୀନ କହିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଏକ

ଶୋକ ବାର୍ତ୍ତା ଜାରି କରି ନବୀନ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ତଥା ଐତିହାସିକ ଗବେଷକ

ଗିରି ଦଣ୍ଡସେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଏବଂ ଇତିହାସ

ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ

ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande