
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପଣ୍ଡିତ ରଘୁନାଥ
ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା ।
ଏହି ଅବସରରେ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ସୁରମଣି ଭାବେ ସୁପରିଚିତ ତଥା ପଦ୍ମଶ୍ରୀ ସମ୍ମାନରେ
ସମ୍ମାନିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା