ରଥଦାଣ୍ଡରେ ଭଜନ ସମାରୋହ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ରଥଦାଣ୍ଡରେ ଭଜନ ସମାରୋହ ଆଜି ବଳଦେଜୀଉଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ରଥ ଦାଣ୍ଡରେ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ବଳଦେବଜୀଉ ଜନ୍ମ ଉତ୍ସବ ଭଜନ ସମାରୋହ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ନେତୃତ୍ୱରେ
--------------- ରଥ ଦାଣ୍ଡ ରେ ଭଜନ ସମାରୋହ କାର୍ୟ୍ୟକ୍ରମ


କେନ୍ଦ୍ରାପଡ଼ା, ୩୦ ଅଗଷ୍ଟ(ହି.ସ.) – ରଥଦାଣ୍ଡରେ ଭଜନ ସମାରୋହ ଆଜି ବଳଦେଜୀଉଙ୍କ ଜନ୍ମ ଉତ୍ସବ ଉପଲକ୍ଷେ ରଥ ଦାଣ୍ଡରେ ଭଜନ ସମାରୋହ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ବଳଦେବଜୀଉ ଜନ୍ମ ଉତ୍ସବ ଭଜନ ସମାରୋହ ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ନେତୃତ୍ୱରେ ସୁପ୍ରସିଦ୍ଧ ଗାୟକ ଗାୟିକା ଯୋଗଦେଇ ସଙ୍ଗୀତ କାର୍ଯ୍ୟକ୍ରମ ଜାରି ରଖିଥିଲେ। ପରିଷଦର ସଭାପତି ନୃସିଂହ ପ୍ରସାଦ ପତ୍ରୀ ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଜ୍ୟୋତିରଞ୍ଜନ ପତ୍ରୀ ଅମିତାଭ ସୁଆର ରାଜେନ୍ଦ୍ର ପ୍ରସାଦ ପତି, ସଞ୍ଜୟ ସେନାପତି କୁନା ସିଲୁ ମେକାପ ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ଭଜନ ପରି ଚାଳନା ଉପସ୍ଥିତ ରହି ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande