
ବଲାଙ୍ଗିର, 30 ଅଗଷ୍ଟ (ହି.ସ.)
ଆଜି ବଲାଙ୍ଗିର ସ୍ଥିତ କଦମ୍ ପଡ଼ା, ନନ୍ଦିନୀ ନଗର (ୱାର୍ଡ ନଂ ୧୭) ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ୧୩୭ତମ ସଂସ୍କରଣକୁ ସ୍ଥାନୀୟ ଜନସାଧାରଣଙ୍କ ସହ ଶୁଣିଥିଲେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ,ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ଜିଲ୍ଲା ସଭାପତି ଶ୍ରୀବତ୍ସ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମରଜିତ ପଟେଲ,ଜିଲ୍ଲା ସାଧାରଣ ସମ୍ପାଦକ ଦିନେଶ ଶର୍ମା,ସମଲେଶ୍ଵରୀ ମଣ୍ଡଲ ସଭାପତି ଲଳିତ ଶର୍ମା,ରାଜକିଶୋର ନାଏକ,ନରସିଂହ ଦୀପ,ଶ୍ରୀକାନ୍ତ ଜାଲ,ସୁନୀଲ ମିଶ୍ର,ସୁରେନ୍ଦ୍ର ପଣ୍ଡା ,ଚୂଡ଼ାମଣି ବାରିକ,ସରୋଜ ଥାଟି, ସାନନ୍ଦ କାଳସାଏ, ବାବୁଲି ନାଏକ,ମିଟୁ ସିଂଦେଓ,ରଘୁ ଦୀପ,ଆକାଶ ସୁନା,ଆଦିକାନ୍ତ କୁମ୍ଭାର,ଗୁଲଶନ ଭାରତୀ, କରନ ଭାରତୀ,ବିକି ଲୁହା,ବିକାଶ ପୁରୋହିତ,ବିକାଶ ସୁନା,ବାବଳୁ ମହାନନ୍ଦ,ବାବଳି ଭାରତୀ,ସଚିନ ସୁନା,ଅବିନାଶ କୁମ୍ଭାର,ଶ୍ରୀକାନ୍ତ ଜସ୍ୱାଲ,ଶ୍ରୀକାନ୍ତ କୁମ୍ଭାର ଓ ଅନେକ କାର୍ଯ୍ୟକର୍ତ୍ତା,ମହିଳା ଉପସ୍ଥିତ ରହିଥିଲେ।
ଉପମୁଖ୍ୟମନ୍ତ୍ରୀ ଆଧୁନିକ ପ୍ରଣାଳୀ ରେ ଚାଷୀଙ୍କୁ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ। ସେଠିକାର ସ୍ଥାନୀୟ ସଂଗଠନ ର ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କରିଥିଲେ।ଅଞ୍ଚଳ ର ସୁବିଧା ଓ ବିକାଶ ଦିଗରେ ବିଜେପି ସରକାର ସବୁ ବେଳେ ଅଛି ବୋଲି ସେ କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ