ମା’ ମଝିଘରିଆଣୀଙ୍କ ହୁଣ୍ଡି ଗଣତି
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲାଯାଇଛି ମନ୍ଦିରର ୯ଟି ହୁଣ୍ଡି । ଗଣତିରେ ନିୟୋଜିତ ଅଛନ୍ତି ୨୫୦ ମହିଳା ସ୍ବେଚ୍ଛାସେବୀ । ଗତ
ମା’ ମଝିଘରିଆଣୀଙ୍କ ହୁଣ୍ଡି     ଗଣତି


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’

ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ

ଖୋଲାଯାଇଛି ମନ୍ଦିରର ୯ଟି ହୁଣ୍ଡି । ଗଣତିରେ ନିୟୋଜିତ ଅଛନ୍ତି ୨୫୦ ମହିଳା ସ୍ବେଚ୍ଛାସେବୀ । ଗତ

ବର୍ଷ ହୁଣ୍ଡିରୁ ମିଳିଥିଲା ୧ କୋଟି ୨୬ ଲକ୍ଷ ୨୬ ହଜାର ୮୫୪ ଟଙ୍କା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande