ଏମଏମଡିଆର ବିଲ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ରାଜଭବନ ଆଗରେ ପ୍ରତିବାଦ କରିବ ବିଜେଡି
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.) - ଏମଏମଡିଆର ବିଲ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ରାଜ ଭବନ ଆଗରେ ପ୍ରତିବାଦ କରିବ ବିଜେଡି। ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ଓଡିଶା ବନ୍ଦ ଡାକରା ଦେବ ବିଜେଡି। ଏନେଇ ପ୍ରେସମିଟରେ ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଓଡ
ଏମଏମଡିଆର ବିଲ ପ୍ରତ୍ୟାହାର     ନହେବା ପର୍ଯ୍ୟନ୍ତ ରାଜଭବନ ଆଗରେ ପ୍ରତିବାଦ କରିବ ବିଜେଡି


ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.) - ଏମଏମଡିଆର ବିଲ

ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ରାଜ ଭବନ ଆଗରେ ପ୍ରତିବାଦ କରିବ ବିଜେଡି। ରାଜ୍ୟପାଳଙ୍କ

ନିକଟରେ ଫେରାଦ ହେବା ସହ ଓଡିଶା ବନ୍ଦ ଡାକରା ଦେବ ବିଜେଡି। ଏନେଇ ପ୍ରେସମିଟରେ ବିଜେଡି ପକ୍ଷରୁ

ସୂଚନା ଦିଆଯାଇଛି । କେବଳ ଓଡିଶା ବନ୍ଦ ନୁହେଁ ଆବଶ୍ୟକ ପଡିଲେ ଖଣିଜ ପଦାର୍ଥ ପରିବହନକାରୀଙ୍କୁ

ବାଧା ଦିଆଯାଇ ରାଜ୍ୟରେ ଅର୍ଥନୈତିକ ଅବରୋଧ କରିବ ବିଜେଡି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande