
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ସେପ୍ଟେମ୍ବର ୫
ଓ ୬ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ । ଏନେଇ ବିଜେପି ବିଧାୟକ ବିଭୂତି ପ୍ରଧାନ ସୂଚନା
ଦେଇଛନ୍ତି । ଢେଙ୍କାନାଳରେ ହୋଇପାରେ ଚଳିତ ଥର ରାଜ୍ୟ କାର୍ଯ୍ୟକାରିଣୀ । ରାଜ୍ୟ
କାର୍ଯ୍ୟକାରିଣୀରେ ପଞ୍ଚାୟତ ନିର୍ବାଚନ ପାଇଁ ହେବ ରୋଡ୍ ମ୍ୟାପ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା