
ଭୁବନେଶ୍ୱର, 31 ଅଗଷ୍ଟ (ହି.ସ.)- ସମବାୟ ସେବାକୁ
ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ସମବାୟ ବିଭାଗର ମେଗା
ସଦସ୍ୟତା ଅଭିଯାନ ସେପ୍ଟେମ୍ବର ୧ ପରିବର୍ତ୍ତେ ପରବର୍ତ୍ତୀ ସମୟରେ ଆୟୋଜନ ହେବ । ଅନିବାର୍ଯ୍ୟ କାରଣବଶତଃ ଏହାକୁ ସ୍ଥଗିତ ରଖାଯାଇଛି
।ଏହା ସହ ଏକାଧିକ ଜନକଲ୍ୟାଣ କାର୍ଯ୍ୟକ୍ରମର ଲୋକର୍ପଣ ଉତ୍ସବ ମଧ୍ୟ ପରବର୍ତ୍ତୀ ସମୟରେ
ଅନୁଷ୍ଠିତ ହେବ । ସମବାୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା