
ଗଂଜାମ, 01 ସେପ୍ଟେମ୍ବର (ହି.ସ.) ଵ୍ରହ୍ମପୁର ସଦର ଥାନାର ରୋହି ଗାଁରେ ୨୦୨୪ ମସିହାରେ ରାଜେନ୍ଦ୍ର ଜେନା ନିଜପତ୍ନୀଙ୍କୁ ହତ୍ୟା କରିବା ଘଟଣା ଅଭିଯୋଗ ପୁଲିସ କୋର୍ଟରେ ମକଦ୍ଧମା ରୁଜୁ କରିଥିଲା। ଵ୍ରହ୍ମପୁର ଜିଲ୍ଲା ଜଜ୍ ଏହାର ଵିଚାର କରି ଅଭିଯୁକ୍ତ ରାଜେନ୍ଦ୍ର ଜେନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଓ ଜେଲ ପଠାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ