
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ଓଡ଼ିଶାରେ ୪ଟି ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ ମେଡିକାଲ ପ୍ରତିଷ୍ଠା ହେବ। ରାଇରଙ୍ଗପୁରରେ ଆୟୁର୍ବେଦିକ ମେଡିକାଲର ଶୁଭ ଦିଆଯାଇଛି। ଖୁବ୍ ଶୀଘ୍ର ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ଆୟୁର୍ବେଦିକ ମେଡିକାଲ ପ୍ରତିଷ୍ଠା ହେବ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା