
ଭୁବନେଶ୍ୱର, ସେପ୍ଟେମ୍ବର ୧୦ (ହି.ସ)- ଭୁବନେଶ୍ୱରରୁ ବ୍ୟାଙ୍କ୍କ ପାଇଁ ପୁଣି ବିମାନ ସେବା ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ବିମାନ ପୁଣି ଉଡ଼ିବ। ସପ୍ତାହକୁ ଦୁଇ ଥର ଚାଲିବ ବିମାନ, କିଛି କାରଣ ପାଇଁ ଉଡ଼ାଣ ବନ୍ଦ ହୋଇଥିଲା।ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା