
ମାଲକାନଗିରି,୧୦ ସେପ୍ଟେମ୍ବର (ହି.ସ.)
ଆଜି ସନ୍ଧ୍ୟା ରେ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ । ମାଥିଲି ଜେ ଏମ ଏଫ ସି କୋର୍ଟ ର ବେଞ୍ଚ କ୍ଳର୍କ ଅଚ୍ୟୁତ ପ୍ରଧାନ ଙ୍କୁ ମାଡିବସିଲା ଜୟପୁର ଭିଜିଲାନ୍ସ । ଏକ ମାମଲା କୁ ରଫାଦଫା ପାଇଁ ନେଉଥିଲେ ଲାଞ୍ଚ ।ଅଚ୍ୟୁତ ଙ୍କ ମାଥିଲି ସ୍ଥିତ ବାସଭବନ ରେ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ଟିମ!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ