ପାନ ଦୋକାନରେ ଗଂଜେଇ ବିକ୍ରି ବେଳେ ମାଡିବସିଲା ଅବକାରୀ ପୋଲିସ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ପାନ ଦୋକାନରେ ଗଞ୍ଜେଇ ବିକ୍ରି ବେଳେ ମାଡିବସିଲା ଅବକାରୀ ପୋଲିସ। ଭିଏସଏସନଗର ଅଞ୍ଚଳରୁ ପେସାଦାର ଅପରାଧି ସଦାଶିବ ଦୀକ୍ଷିତକୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ପାଖାପାଖି 3 କିଲୋ ଗଞ୍ଜେଇ ସହ ବିପୁଳ ପରିମାଣର ଗୋଗୋ ଜବତ୍ କରି
ପାନ ଦୋକାନରେ ଗଂଜେଇ ବିକ୍ରି ବେଳେ ମାଡିବସିଲା ଅବକାରୀ ପୋଲିସ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ପାନ ଦୋକାନରେ ଗଞ୍ଜେଇ ବିକ୍ରି ବେଳେ ମାଡିବସିଲା

ଅବକାରୀ ପୋଲିସ। ଭିଏସଏସନଗର ଅଞ୍ଚଳରୁ ପେସାଦାର ଅପରାଧି ସଦାଶିବ ଦୀକ୍ଷିତକୁ

ଗିରଫ କରିଛି ପୋଲିସ। ତାଙ୍କ ଠାରୁ ପାଖାପାଖି 3 କିଲୋ ଗଞ୍ଜେଇ ସହ ବିପୁଳ ପରିମାଣର ଗୋଗୋ ଜବତ୍

କରିଛି ପୋଲିସ। ବେଆଇନ ଭାବରେ ସରକାରୀ ଜାଗାରେ ଦୋକାନ କରି ନିଶା ବିକ୍ରୀକରିବା କାରଣରୁ ଦୋକାନ

ଭାଙ୍ଗିଛି ଅବକାରୀ ପୋଲିସ୍।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande