ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ ସ୍ମରଣ କଲେ କେଭି ସିଂହଦେଓ
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ମହାନ ବିପ୍ଳବୀ ତଥା ଭାରତୀୟ ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ
ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ ସ୍ମରଣ କଲେ କେଭି ସିଂହଦେଓ


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ ସ୍ମୃତିଚାରଣ

କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ

ସିଂହଦେଓ କହିଛନ୍ତି ଯେ, ମହାନ ବିପ୍ଳବୀ ତଥା ଭାରତୀୟ ସ୍ବାଧୀନତା ସଂଗ୍ରାମୀ ବାଘା ଯତୀନଙ୍କ

ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande