ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା
ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅତିପ୍ରବଳ ବର୍ଷା ନେଇ ଜିଲ୍ଲାକୁ ଏମଏମଡି ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଏହାପରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନିଆଯାଇଛି । ସବୁ ସରକାରୀ ପ୍ରାଥମିକ ଠାରୁ ଉଚ୍ଚ ମାଧ୍
ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା


ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା

କରାଯାଇଛି । ଅତିପ୍ରବଳ ବର୍ଷା ନେଇ ଜିଲ୍ଲାକୁ ଏମଏମଡି ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଏହାପରେ

ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନିଆଯାଇଛି । ସବୁ ସରକାରୀ ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ

ସ୍କୁଲ ଛୁଟି ଘୋଷଣା କରାଯାଇଛି । ଘରୋଇ ସ୍କୁଲରେ ପୂର୍ବାହ୍ନ ୧୦ଟା ପରେ ପାଠପଢ଼ା ବାତିଲ୍

ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande