ତେଲକୋଇ ବିଧାୟକଙ୍କୁ ଧମକ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କଲେ
କେନ୍ଦୁଝର, ୧୧ ସେପ୍ଟେମ୍ବର(ହି.ସ.) – ତେଲକୋଇ ବିଧାୟକ ଡ଼ ଫକିର ମୋହନ ନାଏକଙ୍କୁ ଧମକ ଦେଲେ ଦୁର୍ବୁତ। ଏନେଇ ଅସୁରକ୍ଷିତ ମଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ବାଂଶପାଳ ମଣ୍ଡଲ କାଦକଳା ପଂଚାୟତରେ ଏକ ବୈଠକରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ଧମକ ପର୍ଯ୍ୟନ୍ତ ଯାଇଥିଲା
Fakir naik


କେନ୍ଦୁଝର, ୧୧ ସେପ୍ଟେମ୍ବର(ହି.ସ.) – ତେଲକୋଇ ବିଧାୟକ ଡ଼ ଫକିର ମୋହନ ନାଏକଙ୍କୁ ଧମକ ଦେଲେ ଦୁର୍ବୁତ। ଏନେଇ ଅସୁରକ୍ଷିତ ମଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ବାଂଶପାଳ ମଣ୍ଡଲ କାଦକଳା ପଂଚାୟତରେ ଏକ ବୈଠକରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ଧମକ ପର୍ଯ୍ୟନ୍ତ ଯାଇଥିଲା। ଏନେଇ ତେଲେକୋଇ ବିଧାୟକ ପୋଲିସ ସୁରକ୍ଷା ଲୋଡ଼ିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ପାଇଁ ଦାବୀ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande