ଫଳରେ କୃତ୍ରିମ ପାଚିବା ଯାଂଚ, ୬ ନମୁନା ଲାବକୁ ପଠାଗଲା
ଗଞ୍ଜାମ ୧୧ ସେପ୍ଟେମ୍ବର(ହିସ) - ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ସୁରକ୍ଷା ଦଳ ପକ୍ଷରୁ ଦେଶୀ ବେହେରା ସାହି ଓ ବଡ଼ ବଜାର ଅଂଚଳରେ ଫଳ ପାଇକାରୀ ଓ ଖୁଚୁରା ଦୋକାନ ଯାଂଚ କରାଯାଇଛି। କୃତ୍ରିମ ଉପାୟରେ ଫଳ ପାଚିବା ହେଉଛି କି ନାହିଁ ଯାଂଚ ପାଇଁ ଏହି ଚଢ଼ାଉ ହୋଇଥିଲା। ମୋଟ ୬ ପ୍ରକାର ଫଳ ନମୁନା ସଂଗ୍ରହ କର
Qeretyy


ଗଞ୍ଜାମ ୧୧ ସେପ୍ଟେମ୍ବର(ହିସ) - ବ୍ରହ୍ମପୁର ମହାନଗର ନିଗମ ଖାଦ୍ୟ ସୁରକ୍ଷା ଦଳ ପକ୍ଷରୁ ଦେଶୀ ବେହେରା ସାହି ଓ ବଡ଼ ବଜାର ଅଂଚଳରେ ଫଳ ପାଇକାରୀ ଓ ଖୁଚୁରା ଦୋକାନ ଯାଂଚ କରାଯାଇଛି। କୃତ୍ରିମ ଉପାୟରେ ଫଳ ପାଚିବା ହେଉଛି କି ନାହିଁ ଯାଂଚ ପାଇଁ ଏହି ଚଢ଼ାଉ ହୋଇଥିଲା। ମୋଟ ୬ ପ୍ରକାର ଫଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବକୁ ପଠାଯାଇଛି। ପ୍ରାୟ ୧୦ କେଜି ପଚା ଫଳ ନଷ୍ଟ କରାଯାଇଛି ଓ ମୋଟ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande