
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ)- ୨୦୨୭ ପଞ୍ଚାୟତ ଓ ପୌର
ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ହୋଇଛି । ୨୩ ସେପ୍ଟେମ୍ବରରେ ମାଷ୍ଟର୍ ଟ୍ରେନର୍ମାନଙ୍କ
ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଭୁବନେଶ୍ୱର ଷ୍ଟେଟ୍ କନଭେନସନ୍ ସେଣ୍ଟର
ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ଦିଆଯିବ । ଏହାପରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ
ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା