ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କୁ ପ୍ରଣାମ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କୁ ପ୍ରଣାମ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶା ପାଠାଗାର ଆନ୍ଦୋଳନର ପୁରୋଧା ତଥା ପ୍ରଖ୍ୟାତ ସଂଗ୍ର
ପ୍ରଖ୍ୟାତ ସଂଗ୍ରାହକ ଦାଶରଥି     ପଟ୍ଟନାୟକଙ୍କୁ ପ୍ରଣାମ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 12 ସେପ୍ଟେମ୍ବର (ହି.ସ.)- ପ୍ରଖ୍ୟାତ

ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କୁ ପ୍ରଣାମ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶା ପାଠାଗାର ଆନ୍ଦୋଳନର

ପୁରୋଧା ତଥା ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ପୁଣ୍ୟତିଥିରେ କୋଟି

କୋଟି ପ୍ରଣାମ । ନୟାଗଡ଼ ଜିଲ୍ଲାର ଉଦୟପୁରଠାରେ ସେ ସ୍ଥାପନ କରିଥିବା 'ବାଞ୍ଛାନିଧି

ପାଠାଗାର', 'ଶ୍ରୀ

ଅରବିନ୍ଦ ସଂଗ୍ରାଳୟ' ଓ 'ଯଦୁମଣି ସାହିତ୍ୟ ସଂସଦ'

ତାଙ୍କ ଅବଦାନର ପ୍ରମୁଖ ଉଦାହରଣ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande