ଗ୍ୟାସଜନିତ ସମସ୍ୟାରେ ପୀଡିତ ଥିଲେ ଓରାଙ୍ଗଉଟାନ
ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଗତକାଲି ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଥିଲେ ଓରାଙ୍ଗଉଟାନ । ଯାହା ଫଳରେ ସନ୍ଧ୍ୟାରେ ହିମାଲୟନ କମ୍ପାନୀର ଗ୍ୟାସ ମେଡ଼ିସିନସିନ ଦିଆଯାଇଛି। ପାଣିରେ 10 ବୁନ୍ଦା ମିଶାଇ କି ଦିଆଯାଇଥିବାର ସୂଚନା ମିଳିଛି । ଆଜି ପେଟର ଗ୍ୟାସ ସମସ
ଗ୍ୟାସଜନିତ ସମସ୍ୟାରେ ପୀଡିତ ଥିଲେ ଓରାଙ୍ଗଉଟାନ


ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଗତକାଲି ଗ୍ୟାସ ଜନିତ ସମସ୍ୟାରେ ପୀଡିତ ଥିଲେ

ଓରାଙ୍ଗଉଟାନ । ଯାହା ଫଳରେ ସନ୍ଧ୍ୟାରେ ହିମାଲୟନ କମ୍ପାନୀର ଗ୍ୟାସ ମେଡ଼ିସିନସିନ ଦିଆଯାଇଛି।

ପାଣିରେ 10 ବୁନ୍ଦା ମିଶାଇ କି ଦିଆଯାଇଥିବାର ସୂଚନା ମିଳିଛି । ଆଜି

ପେଟର ଗ୍ୟାସ ସମସ୍ୟା ଦୂର ହୋଇଛି ବୋଲି ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande