ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି - ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଂଟିଆଙ୍କ ସୂଚନା ଦେଇ କହିଛନ୍ତି ଯେ ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି। ସେମାନଙ୍କର ପୂରା ଯତ୍ନ ନିଆଯାଉଛି। ଓରାଙ୍ଗଉଟାନ ଚାଲାଣ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ
ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି - ଜଙ୍ଗଲ ମନ୍ତ୍ରୀ


ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଂଟିଆଙ୍କ ସୂଚନା ଦେଇ କହିଛନ୍ତି ଯେ ସବୁ ଓରାଙ୍ଗଉଟାନ ସୁସ୍ଥ ଅଛନ୍ତି। ସେମାନଙ୍କର ପୂରା ଯତ୍ନ ନିଆଯାଉଛି। ଓରାଙ୍ଗଉଟାନ ଚାଲାଣ ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି। ଏଥିନେଇ ବିଭିନ୍ନ ରାଜ୍ୟରେ ତଦନ୍ତ ଚାଲିଛି। ମାମଲାର ମୂଳକୁ ପହଂଚିବା ପାଇଁ ଲମ୍ବା ସମୟ ଲାଗିପାରେ। ମାତ୍ର ଦୋଷୀ ଧରାପଡ଼ିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande