ଗଣେଶ ମେଢ଼ ଭସାଣୀ ବେଳେ ନଦୀ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ
ଗଞ୍ଜାମ, ୧୯ ସେପ୍ଟେମ୍ବର (ହି.ସ.)- ଗଣେଶ ମୂର୍ତି ବିସର୍ଜନ ବେଳେ ପୁରୁଷୋତ୍ତମପୁରର ଜଣେ ଛାତ୍ର ପ୍ରତାପ ପୁର ନିକଟସ୍ଥ ଋଷିକୂଲ୍ଯା ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଅଗ୍ନିଶମ ବାହିନୀ ନଦୀ ଭିତରୁ ମୃତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯା
ଗଣେଶ ମେଢ଼ ଭସାଣୀ ବେଳେ ନଦୀ ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ


ଗଞ୍ଜାମ, ୧୯ ସେପ୍ଟେମ୍ବର (ହି.ସ.)- ଗଣେଶ ମୂର୍ତି ବିସର୍ଜନ ବେଳେ ପୁରୁଷୋତ୍ତମପୁରର ଜଣେ ଛାତ୍ର ପ୍ରତାପ ପୁର ନିକଟସ୍ଥ ଋଷିକୂଲ୍ଯା ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଅଗ୍ନିଶମ ବାହିନୀ ନଦୀ ଭିତରୁ ମୃତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande