ଆଜି  ସନ୍ଧ୍ୟା  ସୁଦ୍ଧା  ଲଘୁଚାପ ସୃଷ୍ଟି ସମ୍ଭାବନା,୨୧ ସେପ୍ଟେମ୍ବର ସୁଦ୍ଧା ଅବପାତରେ ପରିଣତ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବର୍ତ୍ତମାନ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆ
ଆଜି  ସନ୍ଧ୍ୟା  ସୁଦ୍ଧା      ଲଘୁଚାପ ସୃଷ୍ଟି ସମ୍ଭାବନା,୨୧ ସେପ୍ଟେମ୍ବର ସୁଦ୍ଧା ଅବପାତରେ ପରିଣତ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)- ବର୍ତ୍ତମାନ

ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜି ସନ୍ଧ୍ୟା

ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା

ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରି ୨୧ ସେପ୍ଟେମ୍ବର ସୁଦ୍ଧା ଅବପାତରେ ପରିଣତ ହୋଇପାରେ ।

ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ କିମ୍ବା ସାମାନ୍ୟ ତୀବ୍ରତା

ବିଶିଷ୍ଟ ବାତ୍ୟା ରୂପ ନେବା ପାଇଁ ଅନୁକୂଳ ପାଣିପାଗ ପରିସ୍ଥିତି ରହିଛି ବୋଲି ଆକଳନ କରିଛନ୍ତି

। ଏହା ସହ ଭୂସ୍ଖଳନ ହେବାର

ସମ୍ଭାବନା ମଧ୍ୟ ରହିଛି ବୋଲି ପାଣିପାଗ ବିଜ୍ଞାନୀ ବିଶ୍ୱଜିତ୍ ସାହୁ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande