ସଠିକ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଚାଲିଛି- ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ.) - ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ସଠିକ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଚାଲିଛି। ପ୍ରୁଫ୍ ରିଡିଙ୍ଗ କରାଯାଉଛି। କିଭଳି ପୁନର୍ବାର କିଛି ତ୍ରୁଟି ସାମ୍ନାକୁ ନ ଆସିବ ସେନେଇ ସର
nityanand gond


ଭୁବନେଶ୍ୱର, ୧୯ ସେପ୍ଟେମ୍ବର (ହି.ସ.) - ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ସଠିକ୍ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଚାଲିଛି। ପ୍ରୁଫ୍ ରିଡିଙ୍ଗ କରାଯାଉଛି। କିଭଳି ପୁନର୍ବାର କିଛି ତ୍ରୁଟି ସାମ୍ନାକୁ ନ ଆସିବ ସେନେଇ ସରକାର ସଚେତନ ଅଛନ୍ତି। ଯେତେ ଶୀଘ୍ର ହୋଇପାରିବ ନିର୍ଭୁଲ ବହି ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande