ବିକ୍ରମ ପଣ୍ଡା ଘଟଣାରେ ବିଭୂତି ଜେନାଙ୍କ ମନ୍ତବ୍ୟକୁ ସମାଲୋଚନା କଲା ବିଜେଡି
ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ବିକ୍ରମ ପଣ୍ଡା ମୁକୁଳିବା ଘଟଣାରେମନ୍ତ୍ରୀ ବିଭୂତି ଜେନାଙ୍କ ମନ୍ତବ୍ୟକୁ କାଉଣ୍ଟର କଲା ବିଜେଡି । ଏକ ପ୍ରେସମିଟ୍ କରି ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଗିରଫ କରିଥିବା ପୋଲିସ ଅଧିକାରୀ
ବିକ୍ରମ ପଣ୍ଡା ଘଟଣାରେ     ବିଭୂତି ଜେନାଙ୍କ ମନ୍ତବ୍ୟକୁ ସମାଲୋଚନା କଲା ବିଜେଡି


ଭୁବନେଶ୍ୱର, 02 ସେପ୍ଟେମ୍ବର (ହି.ସ.)- ବିକ୍ରମ ପଣ୍ଡା

ମୁକୁଳିବା ଘଟଣାରେମନ୍ତ୍ରୀ ବିଭୂତି ଜେନାଙ୍କ ମନ୍ତବ୍ୟକୁ କାଉଣ୍ଟର କଲା ବିଜେଡି । ଏକ ପ୍ରେସମିଟ୍

କରି ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଗିରଫ କରିଥିବା

ପୋଲିସ ଅଧିକାରୀ ଓ ଏସପିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।

ଲେନିନ ମହାନ୍ତି କହିଛନ୍ତି

ଯେ, ପୋଲିସ ଗିରଫଦାରି ନେଇ କାରଣ ଦର୍ଶାଇନଥିବା କୋର୍ଟ କହିଛନ୍ତି । ହତ୍ୟାକାଣ୍ଡ ସହ ବିକ୍ରମ

ପଣ୍ଡାଙ୍କର ସିଧାସଳଖ ସମ୍ପୃକ୍ତି ନାହିଁ କୋର୍ଟ କହିଛନ୍ତି । ରାଜନୈତିକ ଚାପରେ ପୋଲିସ ଏପରି

କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande