ଭୁବନେଶ୍ବରରେ  ପହଂଚିଲେ ସିଜେପି  ରାଷ୍ଟ୍ରୀୟ  ମୁଖପାତ୍ର  ସୌରଭ ଦାସ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ): ଭୁବନେଶ୍ବରରେ ପହଂଚିଛନ୍ତି ସିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ । ପ୍ରଥମରୁ ପଞ୍ଚମ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନରେ ସେ ସାମିଲ ହେବେ । ନବ ନିର୍ମାଣ କ
ଭୁବନେଶ୍ବରରେ      ପହଂଚିଲେ ସିଜେପି  ରାଷ୍ଟ୍ରୀୟ      ମୁଖପାତ୍ର  ସୌରଭ ଦାସ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ): ଭୁବନେଶ୍ବରରେ

ପହଂଚିଛନ୍ତି ସିଜେପି ରାଷ୍ଟ୍ରୀୟ

ମୁଖପାତ୍ର ସୌରଭ ଦାସ । ପ୍ରଥମରୁ ପଞ୍ଚମ

ପାଠ୍ୟପୁସ୍ତକ ତ୍ରୁଟି

ପ୍ରସଙ୍ଗରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନରେ ସେ

ସାମିଲ ହେବେ ।

ନବ ନିର୍ମାଣ କୃଷକ

ସଂଗଠନ ପକ୍ଷରୁ ଚାଲିଥିବା ପାଠ୍ୟପୁସ୍ତକ

ତ୍ରୁଟି ଘଟଣାରେ ନିଜର ସମର୍ଥନ ଦେଖାଇବ ସିଜେପି

।ଆସନ୍ତାକାଲି

ଆନ୍ଦୋଳନରେ ହେବେ ସାମିଲ ।

ସରକାରଙ୍କୁ କରିବେ ପ୍ରଶ୍ନ । ପିଲାଙ୍କ

ଭବିଷ୍ୟତ ସହ ସରକାର ଖେଳୁଥିବା କହିଛନ୍ତି ସିଜେପି ସହ ପ୍ରତିଷ୍ଠାତା ସୌରଭ ।ଆଜି ଭୁବନେଶ୍ଵର ବିମାନ ବନ୍ଦରରେ

ନବ ନିର୍ମାଣ କୃଷକ ସଂଗଠନ ତାଙ୍କୁ ସ୍ୱାଗତ

କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande