
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.) : ନବ ନିର୍ମାଣ କୃଷକ
ସଂଗଠନର ଅନ୍ୟତମ ବରିଷ୍ଠ ଚେହେରା ଶେଷଦେବ
ନନ୍ଦ ଆଜି ବିଧିବଦ୍ଧ ଭାବେ ଓଡିଶା
ଜନତା କଂଗ୍ରେସରେ ମିଶିବେ । ସତ୍ୟନଗର ଛକରୁ ହଜାର ହଜାର ସମର୍ଥକଙ୍କୁ
ଧରି ଓଜେସି କାର୍ଯ୍ୟାଳୟ ପାଇଁ
ବାହାରିବେ ଶେଷଦେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା