ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ
ମୁଖୀଗୁଡା,୨୪ସେପ୍ଟେମ୍ବର( ହି.ସ)-ଆଜି ଜୟପାଟଣାସ୍ଥିତ ଦିବ୍ୟ ଜୀବନ ସଂଘ ଶାଖାରେ ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ଚିଦାନନ୍ଦଙ୍କ ସରସ୍ୱତୀ ଜୟନ୍ତୀ ପାଳନ କରାଯାଇଛି । ପରମ ପୂଜ୍ୟ ଗୁରୁ ଦେବଙ୍କ ୧୧୦ତମ ଜୟନ୍ତୀରେ ଶାଖାର ସଭାପତି ହରେକୃଷ୍ଣ ଦାସଙ୍କ ସହିତ ସମ୍ପାଦକ ଗୁପ୍ତେଶ୍ୱର
Chitanand


ମୁଖୀଗୁଡା,୨୪ସେପ୍ଟେମ୍ବର( ହି.ସ)-ଆଜି ଜୟପାଟଣାସ୍ଥିତ ଦିବ୍ୟ ଜୀବନ ସଂଘ ଶାଖାରେ ସ୍ୱାମୀ ପୂର୍ଣ୍ଣାନନ୍ଦ ପୂରୀଙ୍କ ଅଧ୍ୟକ୍ଷତାରେ ସ୍ୱାମୀ ଚିଦାନନ୍ଦଙ୍କ ସରସ୍ୱତୀ ଜୟନ୍ତୀ ପାଳନ କରାଯାଇଛି । ପରମ ପୂଜ୍ୟ ଗୁରୁ ଦେବଙ୍କ ୧୧୦ତମ ଜୟନ୍ତୀରେ ଶାଖାର ସଭାପତି ହରେକୃଷ୍ଣ ଦାସଙ୍କ ସହିତ ସମ୍ପାଦକ ଗୁପ୍ତେଶ୍ୱର ପଣ୍ଡା, ପ୍ରଦ୍ୟୁମ୍ନ ପଣ୍ଡା, ଅଶ୍ୱିନ ପଣ୍ଡା,ନରେଶ ପଣ୍ଡା ତଥା ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ବର୍ଷା ଭିଜା ପରିବେଶ ଥିଲେ ମଧ୍ୟ ଅତ୍ୟନ୍ତ ଉତ୍ସାହର ସହ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ସତସଙ୍ଗର ଆୟୋଜନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande