ଭବାନୀପାଟଣାରେ ମନ୍ କୀ ବାତ ଶୁଣିଲେ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ସ୍ଥିତ ମନ୍ଦାରବଗିଚାପଡ଼ା ୧୪୮ ବୁଥରେ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଶୁଣିଛ
ଭବାନୀପାଟଣାରେ ମନ୍ କୀ ବାତ     ଶୁଣିଲେ ବିଜେପି ରାଜ୍ୟ ସଭାପତି


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଜେପି ରାଜ୍ୟ

ସଭାପତି ଶ୍ରୀ ମନମୋହନ ସାମଲ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଭବାନୀପାଟଣା ନିର୍ବାଚନ

ମଣ୍ଡଳୀର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ସ୍ଥିତ ମନ୍ଦାରବଗିଚାପଡ଼ା ୧୪୮ ବୁଥରେ

କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଶୁଣିଛନ୍ତି।

ଏହି ଅବସରରେ କଳାହାଣ୍ଡି

ସାଂସଦ ଶ୍ରୀମତୀ ମାଲବିକା ଦେବୀ, ଧର୍ମଗଡ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଣ୍ଟାବାଞ୍ଜି

ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ଉପ

ସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ଜିଲ୍ଲା

ସଭାପତି ଶ୍ରୀ ଯୁଗୋଳ କିଶୋର ପୋଡ ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande