ସେପ୍ଟେମ୍ବର ୩୦ ନବ ନିର୍ମାଣ ଯୁବଛାତ୍ର ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ସି.ପି.ଆଇ.(ଏମ୍)ର ସମର୍ଥନ
ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ସ୍କୁଲ ବହିରେ ତ୍ରୁଟି ପାଇଁ ମୁଖ୍ୟତଃ ଦାୟୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଅନ୍ୟ ୬ଟି ଦାବି ଉପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଂଟିଆ “ଓଡ଼ିଶା
ସେପ୍ଟେମ୍ବର ୩୦ ନବ ନିର୍ମାଣ ଯୁବଛାତ୍ର ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ସି.ପି.ଆଇ.(ଏମ୍)ର ସମର୍ଥନ


ଭୁବନେଶ୍ୱର, ୨୮ ସେପ୍ଟେମ୍ବର (ହି.ସ.)- ନବ ନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ସ୍କୁଲ ବହିରେ ତ୍ରୁଟି ପାଇଁ ମୁଖ୍ୟତଃ ଦାୟୀ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଅନ୍ୟ ୬ଟି ଦାବି ଉପରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଂଟିଆ “ଓଡ଼ିଶା ବନ୍ଦ” ଡ଼ାକରା ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଅନ୍ୟାନ୍ୟ ଦାବିଗୁଡ଼ିକ ପ୍ରତି ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟି ସମର୍ଥନ ପ୍ରକଟ କରିବା ସହିତ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande