ବରିଷ୍ଠ ନାଗରିକ କମିଟିର ସହର ସମସ୍ୟା ନେଇ ବୈଠକ
ଜୟପୁର, 28 ସେପ୍ଟେମ୍ବର (ହି.ସ.) ବରିଷ୍ଠ ନାଗରିକ କଲ୍ୟାଣ ସମିତିର ବୈଠକ ଆଜି ଅନୁଷ୍ଠିତ ହୋଇଛି । ସଭାପତି କିଶୋର ଚନ୍ଦ୍ର ହୋତାଙ୍କ ସଭାପିତିତ୍ୱରେ ଓ ସମ୍ପାଦକ ରାମ ଚନ୍ଦ୍ର ହୋତାଙ୍କ ଆହ୍ୱାନ କ୍ରମେ ବୈଠକ ଅନୁଷ୍ଟିତ ହୋଇଥିଲା । ଜୟପୁର ସହରର ବିଭିନ୍ନ ସମସ୍ୟା ଓ ବିକାଶ ଉପରେ କୃଷ୍ଣ ଚନ୍ଦ୍ର ହୋତ
ବରିଷ୍ଠ ନାଗରିକ କମିଟିର ସହର ସମସ୍ୟା ନେଇ ବୈଠକ


ଜୟପୁର, 28 ସେପ୍ଟେମ୍ବର (ହି.ସ.) ବରିଷ୍ଠ ନାଗରିକ କଲ୍ୟାଣ ସମିତିର ବୈଠକ ଆଜି ଅନୁଷ୍ଠିତ ହୋଇଛି । ସଭାପତି କିଶୋର ଚନ୍ଦ୍ର ହୋତାଙ୍କ ସଭାପିତିତ୍ୱରେ ଓ ସମ୍ପାଦକ ରାମ ଚନ୍ଦ୍ର ହୋତାଙ୍କ ଆହ୍ୱାନ କ୍ରମେ ବୈଠକ ଅନୁଷ୍ଟିତ ହୋଇଥିଲା । ଜୟପୁର ସହରର ବିଭିନ୍ନ ସମସ୍ୟା ଓ ବିକାଶ ଉପରେ କୃଷ୍ଣ ଚନ୍ଦ୍ର ହୋତା, ପ୍ରମୋଦ କୁମାର ପଣ୍ଡା, ମାଧବ ମହାଙ୍କୁଡ, ଖାଲି ପଟ୍ଟନାୟକ, ସୁରେନ୍ଦ୍ର କୁମାର ମହାନ୍ତି, ତାରିଣି ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସବସମ୍ମତି ଅନୁଯାୟୀ କବିରାଜ ପରମେଶ୍ୱର ପାତ୍ରଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିବାଚିତ ଘୋଷଣା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande